ଗତ ୨୪ ଘଂଟା ରାଜ୍ୟରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ : ୬୯ ହଜାର ୪୮୦ ନମୁନା ପରୀକ୍ଷା, ପଜିଟିଭ ହାର ୫.୨ ପ୍ରତିଶତ

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ । ୬୯,୪୮୦ ଟେଷ୍ଟ କରାଯାଇଛି ଏବଂ ପଜିଟିଭ ରେଟ୍ ରହିଛି ୫.୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ୨୦୯୮ ସଙ୍ଗରୋଧରୁ ଓ ୧୫୫୨ … Read More

ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର … Read More

ରାଜ୍ୟରେ ୩ ହଜାର ୬୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ତଳମୁହାଁ ହେଉଛି ଅଦୃଶ୍ୟ ଭୂତାଣୁର ଆତଙ୍କ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୬୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୯୮ ଜଣ … Read More

ବସ୍ତିରୁ କଲୋନି ସବୁଠି ଜଳବନ୍ଦୀ

ଭୁବନେଶ୍ବର : ବସ୍ତିରୁ କଲୋନି ସବୁଠି ଆଜି ଲୋକେ ଜଳବନ୍ଦୀର ଶିକାର ହୋଇଛନ୍ତି। କେଉଁଠି ରାସ୍ତାରେ ପାଣିର ସୁଅ ଛୁଟିଛି ତ’ ଆଉ କେଉଁଠି ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ଡ୍ରେନ୍ ପାଣି ପଶିଛି। ଘଣ୍ଟାଘଣ୍ଟା କାଳ ଜଳବନ୍ଦୀ ହୋଇ ଘରେ … Read More

୨୪ ଘଣ୍ଟାରେ ୧୧୩ମିମି: ବର୍ଷାରେ ଭାସିଲା ରାଜଧାନୀ

ଭୁବନେଶ୍ବର : ରାଜଧାନୀକୁ ବୁଡ଼ାଇ ଦେଇଛି ମୌସୁମୀ ବର୍ଷା। ୨୪ଘଣ୍ଟାରେ ବର୍ଷିଛି ୧୧୩.୨ ମିମି। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହିନଥିଲେ ହେଁ ବସ୍ତିରୁ ଆରମ୍ଭ କରି କଲୋନି, ଗଳିକନ୍ଦିରେ ସ୍ଥିତି … Read More

୨୮ରୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ବର : ଦୀର୍ଘ ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ଖୋଲିବ ଏମ୍ସ ଭୁବନେଶ୍ବରର ଓପିଡି। ଏଠାରେ ଭର୍ତ୍ତି କୋଭିଡ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଏହି ନିଷ୍ପତ୍ତି ହୋଇଛି। ଆଜି ଏମ୍ସର ନିର୍ଦେଶକ ଡ.ଗୀତାଞ୍ଜଳି ବି, ଅଧୀକ୍ଷକ … Read More

ଛାତ୍ରଛାତ୍ରୀ ପଢିବେ କେମିତି? ରାଜ୍ୟର ଅଧା ନବମ‌ ପିଲାଙ୍କୁ ମିଳିନି ‘ଉତ୍କର୍ଷ ବହି’

କଟକ : ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ୟୁଟ୍ୟୁବ୍‌ରେ ‘ଉତ୍କର୍ଷ ପଢ଼ା’ ଚାଲିଛି। ଚଳିତ ମାସ ୨୧ତାରିଖରୁ ପାଠପଢ଼ା ଆରମ୍ଭ ହେଲାଣି। ତିନି ଦିନ ପଢ଼ା ସରିଥିଲେ ମଧ୍ୟ ରାଜ୍ୟର ସବୁ ପିଲାଙ୍କୁ ‘ଉତ୍କର୍ଷ ’ବହି ମିଳିନାହିଁ। … Read More

ଟିକା ଦିଅ, ଇଲିଶି ନିଅ: ଭାରତ କୋଭିଡ୍‌ ଟିକା ଯୋଗାଣ ବନ୍ଦ କରିବାରୁ ଇଲିଶି ମାଛ ପଠାଇବା ବନ୍ଦ କରିଛି କି ବାଂଲାଦେଶ?

ନୂଆଦିଲ୍ଲୀ: ଭାରତ କୋଭିଡ୍-୧୯ ଟିକା ଯୋଗାଣ ହ୍ରାସ କରି ଦେବାରୁ ବାଂଲାଦେଶ ମଧ୍ୟ ଭାରତକୁ ଇଲିଶି ମାଛ ରପ୍ତାନି ଉପରେ କଟକଣା ଜାରି କରିଥିବା କଥା ଗଣମାଧ୍ୟମ ‘ଏବିପି’ ରିପୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ବାଂଲାଦେଶର ପ୍ରାୟ ୧୬ ଲକ୍ଷ … Read More

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp