ରାଜ୍ୟରେ ଆଉ ୩୩୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହାର ଲଗାତାର ଭାବେ ବଢିବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ସୁସ୍ଥ ହୋଇଛନ୍ତି ଆଉ ୩୩୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏଯାବତ ମୋଟ ୧୦ ଲକ୍ଷ ୩୩ ହଜାର ୯୯୧ … Read More

ଓଡିଶାରେ ୪ କୋଟି ଛୁଇଁଲା ଟିକାକରଣ

ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା । ଆଜି ରାଜ୍ୟରେ ୪ କୋଟି ଛୁଇଁଲା ଟିକାକରଣ । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ଟିକାକରଣରେ ଏହି ସଫଳତା … Read More

ରାଜ୍ୟ ସରକାର ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ

ଭୁବନେଶ୍ୱର: ଅନୈତିକତା, ଅପାରଗତା ଓ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏଭଳି ସ୍ଥଳେ ସରକାର ଆଜି ୮ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।   ଏହି ୮ ଜଣଙ୍କୁ ମିଶାଇ … Read More

ଶୁକ୍ରବାର ରାଶିଫଳ

ମେଷ: ଚନ୍ଦ୍ରଙ୍କର ଏକାଦଶ ସ୍ଥାନ ସ୍ଥିତି କେତେକ ବିଶେଷ କାର୍ଯ୍ୟ ସଫଳ କରାଇବେ । ସାଧୁସନ୍ଥ ସେବା, ଧୈର୍ଯ୍ୟ ବୃଦ୍ଧି, ପରିବାରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଯାତ୍ରାରେ ଶୁଭ, ସ୍ବାଧୀନତା, କର୍ମ ପ୍ରେରଣା, ରାଜନୀତିରେ ସମ୍ମାନ ଜନକ ସ୍ଥାନ ପ୍ରାପ୍ତି । ବୃଷ: … Read More

ଅଷ୍ଟ୍ରେଲିଆକୁ ୧୭୭ ରନ ଲକ୍ଷ୍ୟ ଦେଲା ପାକିସ୍ତାନ

ଦୁବାଇ : ଟି-୨୦ ବିଶ୍ୱକପର ୨ୟ ସେମି-ଫାଇନାଲରେ ଅଷ୍ଟ୍ରେଲିଆକୁ ୧୭୭ ରନ ଲକ୍ଷ୍ୟ ଦେଲା ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ କରିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପାକିସ୍ତାନକୁ ପ୍ରଥମେ … Read More

ରାଜ୍ୟରେ ଆଜି ୩୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଥିବା ବେଳେ କଟକରୁ ୨୨  ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୯, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୮-୮ ଜଣ, ଜଗତସିଂହପୁରରୁ … Read More

କଂଗ୍ରେସ ବନ୍ଦ ଡାକରା ପ୍ରସଙ୍ଗରେ ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ମମିତା ମାମଲାରେ କାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ବନ୍ଦ ନୁହେଁ, ହରତାଳ କରିପାରିବେ ବୋଲି କହିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବେ ନାହିଁ । … Read More

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା

ଭୁବନେଶ୍ୱର : ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ନା କମିଶନରେଟ ପୋଲିସକୁ ଭୟ କରୁଛନ୍ତି ନା ଜନସାଧାରଣକୁ । ରାତି ପରି ଦିନ ଦ୍ୱିପହରରେ ଛିନତାଇ,ମର୍ଡର ଆଦି ଘଟାଇ ଚାଲିଛନ୍ତି । ଏହାକୁ ଦେଖି ଲୋକେ ଘରୁ … Read More

ଓଏସଏସଟିଇଟି ପାଇଁ ୧୨ରୁ ଆବେଦନ

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ … Read More

ଆମ୍ବୁଲାନ୍ସରୁ ୫୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ,୨ ଅଟକ

ଭଦ୍ରକ: ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ । ମାଫିଆମାନେ ବେପାର ପାଇଁ କୌଣସି ବାଟ ମଧ୍ୟ ଛାଡୁ ନାହାନ୍ତି । ଆମ୍ବୁଲାନ୍ସ ଗାଡିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସରୁ ପାଖାପାଖି ୫୦ … Read More

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp