ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁମ୍ବାଇ ପରେ ବେଙ୍ଗାଳୁରୁ। ଆସନ୍ତା ୨୮ ତାରିଖରେ ସିଲିକନ ସିଟିରେ ନିବେଶ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବେଙ୍ଗାଳୁରୁରେ ମେକଇନ ଓଡ଼ିଶାର ରୋଡ ଶୋ’ର ପଞ୍ଚମ ସଂସ୍କରଣ ଆୟୋଜନ କରାଯିବ । ଏହି ଅବସରରେ ଶିଳ୍ପପତିଙ୍କ ସହ … Read More

ଜାକଲିନଙ୍କୁ ସାମୟିକ ଆଶ୍ୱସ୍ତି, କୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲାରେ ବଲିଉଡ ସୁନ୍ଦରୀ ଜାକଲିନଙ୍କୁ ଆଶ୍ବସ୍ତି । ଜାକଲିନ ଫର୍ଣ୍ଣାଡିଜଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୫୦ହଜାର ଟଙ୍କାର ବଣ୍ଡରେ ଜାକଲିନଙ୍କୁ ଜାମିନ ମଞ୍ଜୁର କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । … Read More

୯୦ ବର୍ଷରେ ପଦାର୍ପଣ କଲେ ଡ. ମନମୋହନ ସିଂହ, ଅଭିନନ୍ଦନ ଜଣାଇଲେ ରାହୁଲ ଓ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଠ ଅର୍ଥଶାସ୍ତ୍ରୀ ମନମୋହନ ସିଂହ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନନ୍ଦନ ଜଣାଇବା ସହ ତାଙ୍କ ଦୀର୍ଘାୟୁ ହେବାର କାମନା କରିଛନ୍ତି … Read More

ଗୃହବନ୍ଦୀ ଗୁଜବ ଉପରେ ଲାଗିଲା ବ୍ରେକ୍: ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଜିନପିଙ୍ଗ

ନନ୍ଦିଘୋଷ ବ୍ୟୁରୋ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ କଳ୍ପନା ଜଳ୍ପନାର ଅବସାନ । ଆସନ୍ତା ମାସରେ ହେବାକୁ ଯାଉଥିବା କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ ବା ସିପିସି କଂଗ୍ରେସ ଲାଗି ପ୍ରାୟ 2 ହଜାର 296 ପ୍ରତିନିଧି ନିର୍ବାଚିତ ହୋଇଛନ୍ତି … Read More

ଆଜି ପୁଣି କୋର୍ଟରେ ହାଜର ହେବେ ଜାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲା । ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହେବେ ବଲିଉଡ ସୁନ୍ଦରୀ ଜାକଲିନ ଫର୍ଣ୍ଣାଣ୍ଡିଜ । ଠକ ସୁକେଶ ସହ ସମ୍ପର୍କକୁ ନେଇ କୋର୍ଟ ସମନ ଜାରି କରିଥିଲେ । ଆଜି କୋର୍ଟରେ … Read More

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉଏକ ଲଘୁଚାପ । ଆଉ ଦିନକ ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୨୮ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ୨୯ରୁ ୪ ତାରିଖ … Read More

ଗାଡ଼ି ଫିଟନେସ୍ ପାଇଁ ଯିବାକୁ ପଡ଼ିବନି ଆରଟିଓ ଅଫିସ୍, ସ୍ୱୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଏଣିକି ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ । ଦରକାର ପଡ଼ିବେ ନାହିଁ ମେକାନିକ୍ କି ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ । ସ୍ବୟଂଚାଳିତ ହେବ୍ ଟେଷ୍ଟିଂ ପ୍ରକ୍ରିୟା । ସ୍ବତନ୍ତ୍ର ଡିଭାଇସ୍ ଜରିଆରେ କରାଯିବ ଯାନବାହନର ଫିଟନେସ … Read More

ଆଜିଠୁ ବାରବାଟୀରେ ଲିଜେଣ୍ଡସ ଲିଗ୍ ମ୍ୟାଚ୍, ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ କଟକର ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ କ୍ରିକେଟ୍ ଲିଗ୍ ମ୍ୟାଚ୍ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍ । ମଣିପାଲ୍ ଟାଇଗର୍ସକୁ ହରାଇ … Read More

ରାଜସ୍ଥାନ ରାଜନୈତିକ ସଙ୍କଟ: ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସ ଦୁଇ ଭାଗ

ଜୟପୁର: ଭାରତ ଯୋଡ଼ୋ ଯାତ୍ରା ଭିତରେ ଭାଙ୍ଗିପାରେ ରାଜସ୍ଥାନ କଂଗ୍ରେସ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଧାୟକ ଗୋଷ୍ଠୀ ଦୁଇ ଭାଗ । ଏପରିକି ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ଟିମ୍ ଗେହଲଟର ୯୦ ରୁ ଅଧିକ ବିଧାୟକ । … Read More

ମହଙ୍ଗା ପଡ଼ିଲା ପ୍ରେମବ୍ୟାପାର ଗୁଇନ୍ଦାଗିରି, ଝିଅ ସାଙ୍ଗଙ୍କୁ ପ୍ରେମୀ ଯୁଗଳଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ମହଙ୍ଗା ପଡିଲା ପ୍ରେମବ୍ୟାପାରରେ ଗୁଇନ୍ଦାଗିରି । ଝିଅ ସାଙ୍ଗଙ୍କୁ ପ୍ରେମୀ ଯୁଗଳଙ୍କ ଆକ୍ରମଣ । ନୟାପଲ୍ଲୀ ତ୍ରିନାଥ ସାହିରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଜଣେ ଝିଅ ତାର ବୟ ଫ୍ରେଣ୍ଡ ଉପରେ ନଜର ରଖିବାକୁ … Read More

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp