ଆମେରିକାରେ ମିଡ ଟର୍ମ ଇଲେକ୍ସନ, ୨୦୨୪ ପୂର୍ବରୁ ବାଇଡେନ-ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା

ଆଜି ଆମେରିକାରେ ମିଡ ଟର୍ମ ଇଲେକ୍ସନ । ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା । ୨୦୨୪ ନିର୍ବାଚନ ପୂର୍ବରୁ ଆଜି ବାଇଡେନ-ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା । ଏଥିରେ ହାଉସ ଅଫ ରିପ୍ରେଜେଣ୍ଟେଟିଭସର ସମସ୍ତ ୪୩୫ଟି ଆସନ ପାଇଁ ମତଦାନ ଚାଲିଥିବା ବେଳେ ସିନେଟର … Read More

ପଦ୍ମପୁରରେ କଂଗ୍ରେସ ଭଲ କରିବ, ସେଠାରେ ଦଳୀୟ ଭୋଟ ଅଛି- ସୁର ରାଉତରାୟ

ପଦ୍ମପୁରରେ କଂଗ୍ରେସ ଭଲ କରିବ। ଏମିତି କିଛି କହିଛନ୍ତି କଂଗ୍ରେସ ର ବରିଷ୍ଠ ନେତା ସୁରେଶ ରାଉତରାୟ , ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି , ତିନି ପ୍ରମୁଖା ଦଳ ନିଜ ନିଜର … Read More

ପୁଣି ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳନ: ଦଣ୍ଡବତ କରିକି ରାଜଧାନୀରେ ପହଞ୍ଚିଲେ ଗାଡ଼ଚାଳକ

ଶୁଣୁନାହାନ୍ତି ସରକାର କି ଶୁଣୁନାହାନ୍ତି ମୁଖ୍ୟମନ୍ତ୍ରୀ , ଗାଡି ମୋଟର ଚାଲୁଥିବା ରାସ୍ତାରେ ଶୋଇ ଶୋଇ ଆସି ରାଜଧାନୀର ରାଜରାସ୍ତାରେ ପହଁଞ୍ଚୁଛନ୍ତି ଓଡିଶା ଡ୍ରାଇଭର ମହାସଂଘର କର୍ମକର୍ତା ଆଜି ପୁଣି ରାଜଧାନୀରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏଥିଲାଗି … Read More

ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ |

ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ଵୋଝେଇ ଟ୍ରକ୍‌। ଏଭଳି ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ମାଧବ ମାଝୀ l ଆଜି ସକାଳେ ମାଧବ ନିଜର ନିତ୍ୟକର୍ମ … Read More

ଖୁସି ପାଇଁ ଦୋଳିରେ ବସିଥିଲେ ଖସିପଡି ଚାଲିଗଲା ଜୀବନ

ମୀନାବଜାର ଦୋଳିରେ ବସିବା ପଡ଼ିଲା ମହଙ୍ଗା । ବ୍ରେକଡ୍ୟାନ୍ସ ଝୁଲା ବା ଆକାଶ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ସହରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବରାଜ ସାହୁ। … Read More

ବିଜେପି ଟିକେଟ ପାଇବେ କଂଗ୍ରେସ ଛାଡ଼ିଥିବା ହେଭିୱେଟ!

କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ। ଏକଦା ବିଜେପି ସରକାର ବିରୋଧରେ ପିଟିଦାର ଲୋକଙ୍କୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ … Read More

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ହିମାଚଳ ପ୍ରଦେଶରେ ‘ହାତ’ ଛାଡ଼ି ବିଜେପିରେ ସାମିଲ୍ ହେଲେ ୨୬ ନେତା

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମତଦାନକୁ ମାତ୍ର ଚାରିଦିନ ଥିବାବେଳେ କଂଗ୍ରେସ କମିଟିର ପୂର୍ବ ମହାସଚିବ ଧର୍ମପାଳ ଠାକୁର ଖଣ୍ଡଙ୍କ ସହ କଂଗ୍ରେସର ୨୬ ନେତା ସୋମବାର ଭାଜପାରେ ସାମିଲ ହୋଇଛନ୍ତି। ହିମାଚଳ ପ୍ରଦେଶରେ … Read More

କେଜ୍ରିୱାଲଙ୍କୁ ମହାଠକର ଚେତାବନୀ, ଉସକାଇଲେ ଖୋଲିଦେବି ଗୁମର

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ଏକ ଜେଲ୍‌ରେ ସଜା କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଜେଲ୍‌ରେ ଥାଇ ଗୋଟିଏ ପରେ ଗୋଟିଏ ଚିଠି ଜରିଆରେ ଅନେକ ବିସ୍ଫୋରକ ତଥ୍ୟ ଦେବାରେ ଲାଗିଛି। … Read More

ୱାଚରଙ୍କୁ ଗାଡି ଚଢ଼ାଇଦେଲେ ରେଞ୍ଜର ,ଶତାଧିକ ଲୋକଙ୍କ ରାସ୍ତା ଅବରୋଧ

ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟରେ ରେଞ୍ଜରଙ୍କ ଗାଡ଼ି ଧକ୍କାରେ ଜଣେ ୱାଚରଙ୍କ ମୃତ୍ୟୁ ହୋଇଛି । ଫଳରେ ପମ୍ପାସର ବନାଞ୍ଚଳ ଅଫିସ ନିକଟରେ ଆଜି ଶତାଧିକ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା … Read More

ଆଗାମୀ ୧୦ ତାରିଖକୁ ମାଣ୍ଡିଆ ଦିବାଶ ଭାଭିବେ ପାଳିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହାଦ୍ବାରା ମାଣ୍ଡିଆ … Read More

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp