ବୀର ସଂଗ୍ରାମୀ ଭଗତ ସିଂ: ଜନ୍ମ ବାର୍ଷିକୀରେ ଦେଶ ମନେ ପକାଉଛି ଭଗତ ସିଂଙ୍କ ବିରତ୍ୱର ଗାଥା

କନକ ବ୍ୟୁରୋ: ବନ୍ଦେ ମାତାରାମ, ବନ୍ଦେ ମାତାରାମ, ବନ୍ଦେ ମାତାରାମ… ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସେହି ବୀର ସ୍ୱାଧିନତା ସଂଗ୍ରାମୀ … Read More

ଧୋନୀ ବର୍ବାଦ କରିଛନ୍ତି ଇରଫାନଙ୍କ କ୍ୟାରିୟର? କାହିଁକି ଏମିତି କହିଲେ ଫ୍ୟାନ?

କନକ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଏବେ ଇରଫାନ ଲିଜେଣ୍ଡ କ୍ରିକେଟ ଲିଗରେ ଧମାଲ ମଚାଉଛନ୍ତି । ତାଙ୍କ ବ୍ୟାଟିଂ, ବୋଲିଂ ଦେଖି ଫ୍ୟାନମାନେ ଫିଦା ହୋଇଯାଇଛନ୍ତି । ଇରଫାନଙ୍କୁ ଏବେ ମାତ୍ର ୩୭ ବର୍ଷ … Read More

କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କେତେ ବଢିଲା ମହଙ୍ଗା ଭତ୍ତା

କନକ ବ୍ୟୁରୋ : କେନ୍ଦ୍ର ସରକାର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଧାରକଙ୍କୁ ଦୁର୍ଗାପୂଜାରେ ଏକ ବଡ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି … Read More

ଫୋନକଲରେ ଖୁଲମଖୁଲ୍ଲା ବଟି ମାଗୁଛନ୍ତି ପୋଲିସ ବାବୁ : ଦେଶୀ ମଦ ଚୋରା ଚାଲାଣ ମାମଲାରେ ପୋଲିସର ଅଜବ ଡିଲ 

କନକ ବ୍ୟୁରୋ : ଦେଶୀ ମଦ ଚୋରା ବ୍ୟବସାୟୀ ସହ ଡିଲ୍ କରୁଛି ପୋଲିସ । ପାରଳାଖେମୁଣ୍ଡିର ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଦେଶୀ ମଦ ଚୋରା ଚାଲାଣ ବେଳେ ଧରିଥିଲା ପୋଲିସ । ଆଉ ଛାଡିବା ପାଇଁ … Read More

ମରିଯାଉଛି ମଣିଷପଣିଆ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରରେ ଗୋଡ ମୁହଁ ବନ୍ଧା ଅବସ୍ଥାରେ ପଡି ରହିଥିଲେ ୧୨ କୁକୁର

କନକ ବ୍ୟୁରୋ: ଜୀବେ ଦୟା, ଆମ ସଂସ୍କୃତିର ଅନ୍ୟତମ ପରିଚୟ । ହେଲେ ମଣିଷ କେମିତି ମାନବିକତା ହରାଇ ପଶୁପକ୍ଷୀଙ୍କ ପ୍ରତି ନିଷ୍ଠୁର ହୋଇଯାଉଛି ତାର ଅନେକ ନଜିର ରହିଛି । କିନ୍ତୁ ଆଜି ଆମେ ଯେଉଁ ଖବର ଆପଣଙ୍କୁ ଦେଖାଇବାକୁ … Read More

ନୀତିଶଙ୍କୁ ନେଇ ଲାଲୁଙ୍କ ବୟାନ ପରେ ଏବେ ବିହାର ରାଜନୀତିରେ ହଟଚମଟ, ଜାଣନ୍ତୁ ତେଜସ୍ୱୀଙ୍କୁ ନେଇ କଣ କହିଲେ ଲାଲୁ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ସଂସ୍ଥାପକ ଲାଲୁ ଯାଦବ ନିଜୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ଯେଉଁ ବୟାନ ଦେଇଛନ୍ତି ତାହାକୁ … Read More

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା : ପରିବହନ ବିଭାଗକୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

କନକ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ । ସ୍ଲଟ୍ ବୁକିଂ ପାଇଁ ସମୟସୀମା ଅଧିକ ବୃଦ୍ଧି କରି ହେବକି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇସିକ୍ୟୁରିଟି ନମ୍ବର … Read More

ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ମାଗଣା ରାସନ ଯୋଜନା ନେଇ କଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୩ … Read More

ଅଡ଼ୁଆ କରୁଛି ନୂଆ ନମ୍ବର ପ୍ଲେଟ୍ : ୨ ଚକିଆ ଗାଡ଼ି ପାଇଁ କାହିଁକି ମିଳୁନି ସ୍ଲଟ୍ ?

କନକ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନମ୍ବର ପ୍ଲେଟ୍କୁ ନେଇ ସାଧାରଣ ଲୋକେ ସମସ୍ୟାରେ । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି । ଏବେ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ … Read More

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ କିଡନୀ ରୋଗୀଙ୍କ ଧାରଣା : ବଞ୍ଚିବା ପାଇଁ ମାଗୁଛନ୍ତି ଭଲ ଔଷଧ; ୨୦୧୮ରୁ ନିଷିଦ୍ଧ କମ୍ପାନୀର ମେଡ଼ିସିନ୍ ଦିଆଯାଉଥିବା ଅଭିଯୋଗ

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣା ଦେବେ କିଡନୀ ରୋଗୀ । ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁହଁରେ କଳା କପଡ଼ା ଓ ବେକରେ ଦୌଡ଼ି ଲଗାଇ ବିକ୍ଷୋଭ ପ୍ରଦର୍ଶନ … Read More

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp