୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଗିରଫ

ରାଉରକେଲା: ରାଉରକେଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ବ୍ରାହ୍ମଣୀତରଙ୍ଗ ପୁଲିସ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ଡି’ ସେକ୍ଟର ନିବାସୀ ଅଂଶୁ କୁମାର ବର୍ଣ୍ଣୱାଲ(୨୦), ରେଲୱେ କଲୋନିର ଅଜୟ ମାହାତୋ(୨୫), ବିହାର … Read More

ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା, ଶିଶୁପୁତ୍ର ସହ ପୂର୍ବତନ ସରପଞ୍ଚ ଗୁରୁତର

ପଣ୍ଡିଗାଁ/କଲମପୁର: କଲମପୁର-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର କଲମପୁର ଇଲେକ୍ଟ୍ରି ଅଫିସ୍‌ ନିକଟରେ ଦୁଇଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପଣ୍ଡିଗାଁ ପୂର୍ବତନ ସରପଞ୍ଚ ବନଜା ବାସିନୀ ମହାପାତ୍ର ଓ ତାଙ୍କ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ଶ୍ରୀମତୀ ମହାପାତ୍ର ଶିଶୁପୁତ୍ର … Read More

ଖଣ୍ଟଘରରେ ସିଲ୍‌ ହେଲା କ୍ରସର

କେନ୍ଦୁଝର, : ବନ୍ଦ ହେଲା କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଖଣ୍ଟଘରଠାରେ ଚାଲୁଥିବା ବେଆଇନ କ୍ରସର। କ୍ରସର ପ୍ରତିଷ୍ଠା କରିଥିବା କମ୍ପାନି କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବନ ବିଭାଗ ନୋଟିସ୍‌କୁ ଖାତିର କରୁ ନଥିଲେ। ଶେଷରେ ଆଜି ବନ … Read More

କ୍ଷେତରୁ ଘରକୁ ଯାଉନି ଧାନ, ବାଟ ଜଗିଛନ୍ତି ବେପାରୀ

ବ୍ରହ୍ମବରଦା : ଚଳିତବର୍ଷ ସହଳ କିସମ ଧାନ ଅମଳ ହେଲାଣି। ହେଲେ ଚାଷୀମାନେ ଅମଳ ଧାନ ଘରକୁ ନେବା ପୂର୍ବରୁ ଏହା ବେପାରୀଙ୍କ କବ୍‌ଜାକୁ ଚାଲିଯାଉଛି। ବେପାରୀମାନେ ଓଜନ କଣ୍ଟା ଧରି ଧାନବିଲରେ ଜଗି ବସୁଛନ୍ତି। ଅମଳ ହେବା କ୍ଷଣି ମୁଣିରେ … Read More

ଦୋକାନରେ ମିଳୁଛି ନକଲି ପ୍ରମାଣପତ୍ର

ବ୍ୟାସନଗର/ଦାନଗଦୀ : ବ୍ୟାସନଗର କୋର୍ଟ ଛକ ନିକଟରେ ଥିବା ମିନତି କମ୍ୟୁନିକେସନରେ ନକଲି ଜାତି ପ୍ରମାଣପତ୍ର ମିଳୁଛି। ଏହାର ପ୍ରମାଣ ପାଇବା ପରେ ଦାନଗଦୀ ତହସିଲଦାର ଏହି ସଂସ୍ଥା ନାଁରେ ଯାଜପୁରରୋଡ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ ପକ୍ଷରୁ କୌଣସି … Read More

ନୀଳାଚଳ ଠିକା କର୍ମଚାରୀଙ୍କୁ ମିଳୁନି ନିଯୁକ୍ତି, ଦାବିପତ୍ର ଦେଲା ମଜଦୁର ସଂଘ

ଦାନଗଦୀ : ନୀଳାଚଳରେ ନିଯୁକ୍ତି ପ୍ରସଙ୍ଗରେ ପ୍ରତିଶ୍ରୁତି ପୂରଣ ହେଉନଥିବାରୁ କଳିଙ୍ଗନଗର ମଜଦୁର ୟୁନିଅନ ଠିକା କର୍ମଚାରୀ ସଂଘର ୨୦୦ ରୁ ଊର୍ଦ୍ଧ୍ବ କର୍ମଚାରୀ ଆଜି ପଦଯାତ୍ରା କରିଛନ୍ତି। ଶୋଭାଯାତ୍ରା କାରଖାନା ସାମ୍‌ନାରେ ପହଞ୍ଚିବା ପରେ କିଛି ପ୍ରତିନିଧି ଯାଇ ଟାଟା … Read More

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp