ସ୍ୱାଭିମାନ ଅଞ୍ଚଳରୁ ଟିଫିନ ବୋମା ଜବତ

ସ୍ୱାଭିମାନ ଅଞ୍ଚଳରୁ ଟିଫିନ ବୋମା ଜବତ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଟିଫିନ ବୋମା ଜବତ। ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନ ବେଳେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି।

ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ କେନ୍ଦୁଗୁଡ଼ା ରାସ୍ତାରେ ଏହି ଟିଫିନ ବୋମା ଜବତ କରିଥିଲେ। ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି ।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp