ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ୧୫ ଦିନ ତଳୁ କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ପୋଷ୍ଟ କୋଭିଡ ଚିକିତ୍ସାରେ ଅଛନ୍ତି । ଏବେ ସେ ଚଳାବୁଲା କରିବା ସହ ସଲିଡ୍‌ ଖାଦ୍ୟ ବି ଖାଇ ପାରୁଛନ୍ତି । ଏହିଭଳି ସ୍ଥିତି ରହିଲେ ଆଉ ୩-୪ ଦିନରେ ତାଙ୍କୁ ଡିସଚାର୍ଜ କରିଦିଆଯିବ । ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ପ୍ରତିଦିନ ମନିଟରିଂ କରାଯାଉଛି । ଆଜିକୁ ଠିକ ଦୁଇ ମାସ ତଳେ ଏପ୍ରିଲ ୨୦ ତାରିଖରେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଏଥିସହିତ ପଢ଼ନ୍ତୁ: ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭରଣପୋଷଣ ପାଇଁ ମିଳିବ ମାସିକ ୨୫୦୦ ଟଙ୍କା

The post ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp