ସରକାରୀଙ୍କ ସାହାଯ୍ୟ ଅପେକ୍ଷାରେ ଦୁଇ ଅନାଥ ପିଲା
ସରକାରୀ ସାହାଯ୍ୟ ଅପେକ୍ଷାରେ ଅନାଥ ଦୁଇ ଭଉଣୀ | ଏମିତି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗି ପଞ୍ଚାୟତ ଉଲୁଦନ ଗ୍ରାମରେ ବସବାସ କରନ୍ତି ଦୁଇ ଭଉଣୀ ଶାନ୍ତି ନାୟକ ଓ ଭାରତୀ ନାୟକ ଦୀର୍ଘଦିନ ହେଲା ବାପା ମୃତ୍ୟୁ ବରଣ କରିଥିବାବେଳେ ଏବେ କିଛି ଦିନହେଲା ମା ଚାଲିଗଲେ ଆରପାରିକୁ ବାପା ମା ଛେଉଣ୍ଡ ଏହି ଦୁଇ ଭଉଣୀ ଏବେ ଦୟନୀୟ ଅବସ୍ଥାରେ ଦିନକାଟୁଛନ୍ତି ଦାରିଦ୍ର ସୀମାରେଖା ତଳେ ଥିବା ଏହି ଦୁଇ ଭଉଣୀ ଙ୍କୁ ମାତ୍ର ମିଳୁଛି ପଞ୍ଚକିଲୋ ଚାଉଳ ସେତିକିରେ ଚଳିବା କଷ୍ଟକର ହୋଇପଡୁଛି ଅଭାବ ଅନଟନ ରେ ଥିବାବେଳେ ସାହି ପଡିଶାଙ୍କ ସାହାଯ୍ୟରେ ଦିନକଟୁଛି ଗୋଟିଏ ପଟେ ଖାଇବାକୁ ଅଭାବ ଆଉଗୋଟିଏ ପଟେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ ତୁରନ୍ତ ଏହି ଦୁଇ ଭଉଣିକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ଲୋକେ |
The post ସରକାରୀଙ୍କ ସାହାଯ୍ୟ ଅପେକ୍ଷାରେ ଦୁଇ ଅନାଥ ପିଲା appeared first on .
Please follow and like us: