ରାଜ୍ୟ ସରକାରଙ୍କ ସହ ନୀତି ଆୟୋଗ ଉପଦେଷ୍ଟା ଟିମର ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ନୀତି ଆୟୋଗ ଉପଦେଷ୍ଟା ଟିମ୍ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଚାଲିଛି । SDG ଇଣ୍ଡେକ୍ସ ୨୦୨୦-୨୧ ନେଇ ଆଲୋଚନା ଚାଲିଛି । ରାଜ୍ୟରେ ଅର୍ଥନୈତିକ, ମୌଳିକ, ବ୍ୟାକିଂ, ଶିକ୍ଷା କ୍ଷେତ୍ରରେ କିପରି ଅଭିବୃଦ୍ଧି ହେଉଛି ସେନେଇ ଆଲୋଚନା ହେଉଛି ।

ରାଜ୍ୟରେ ନାତି ଆୟୋଗର ଉପଦେଷ୍ଟା ଟିମ ପହଁଚିବାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ରାଜ୍ୟ ସରକାରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରଖିଛନ୍ତି ଏହି ଟିମ  । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ନୀତି ଆୟୋଗ ଟିମ  ।

The post ରାଜ୍ୟ ସରକାରଙ୍କ ସହ ନୀତି ଆୟୋଗ ଉପଦେଷ୍ଟା ଟିମର ବୈଠକ appeared first on .

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp