ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର

ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ବୈତରଣୀ ନଦୀ ପାଖ ରାସ୍ତାରେ କଇଁଛଟିକୁ ଉଦ୍ଧାର କରାଯାଇଛି । ସେହି ଅଞ୍ଚଳର ଜଣେ ଯୁବକ ରାତିରେ ଘରକୁ ଫେରୁଥିବା ସମୟରେ କଇଁଛଟିକୁ ଧରିଥିଲେ । କଇଁଛଟିର ଓଜନ 2 କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ବିରଳ କଇଁଛ ବାତ୍ୟା ୟାସ ଯୋଗୁ ସମୁଦ୍ରରୁ ନଦୀକୁ ଚାଲିଆସିଥିବା ଅନୁମାନ କରାଯାଉଛି । ତେବେ କଇଁଛଟିକୁ ପୁଣି ନଦୀରେ ଛାଡ଼ି ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ

The post ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp