ବାଲୁକା କଳାରେ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା

ବାଲୁକା କଳାରେ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା

 ପୁରୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

#YogaForWellness
On #InternationalDayOfYoga My SandArt of #SuryaNamaskar with message “Yoga For Well-Being “at Puri beach in Odisha. #YogaDay2021 pic.twitter.com/lkVgYaItwG

— Sudarsan Pattnaik (@sudarsansand) June 20, 2021

ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରାକୁ ସେ ନିଖୁଣ ଭାବେ ଦେଖାଇଛନ୍ତି । କରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରହିବା ନିହାତି ଜରୁରୀ । ଏଣୁ ସମସ୍ତେ ଯୋଗ କରିବା ସହ ଅନ୍ୟ ମାନଙ୍କୁ ଉତ୍ସାହିତ କରିବାକୁ ସୁଦର୍ଶନ ନିବେଦନ କରିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp