ବାଇକ୍ ସହ ଗଂଜେଇ ଜବତ, ଦୁଇ ଗିରଫ
ତୁଷୁରା: ଗୁଡ଼ଭେଲା ନିକଟରୁ ଅବକାରୀ ବିଭାଗ ଏକ ବାଇକ୍ ସହ ୭ କେଜି ଗଞ୍ଜେଇ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଲାଠୋର ଥାନା ଅଞ୍ଚଳର ଟିକଶ୍ବେର ତାଣ୍ତି ଓ ରାଜେଶ ସୁନା। ମଙ୍ଗଳବାର ଅବକାରୀ ବିଭାଗର ପି.କେ. ପଣ୍ତା ଓ ୟୁ.ଏଲ. ନାଏକ ଗୁଡ଼ଭେଲାଠାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଇକ୍ (ଓଡି ୦୩ କ୍ୟୁ ୩୯୮୭)ରେ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଧରି ସେମାନଙ୍କଠାରୁ ଗଞ୍ଜେଇ ଜବତ କରିଥିଲେ।
The post ବାଇକ୍ ସହ ଗଂଜେଇ ଜବତ, ଦୁଇ ଗିରଫ first appeared on Sambad.
Please follow and like us:
quetiapine online purchase [url=https://quetiapine.space/]quetiapine canada cost[/url] quetiapine 25 mg
quetiapine cream buy quetiapine online cheap buy quetiapine mexico