ବଣ୍ଡା ଯୁବକ ଯୁବତୀଙ୍କ ସହ ଯୋଗ ଦିବସ ପାଳିଲେ ବିଏସଏଫ ଯବାନ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଯୁବକ ଯୁବତୀମାନଙ୍କୁ ନେଇ ମୁଦୁଲିପଡା ଠାରେ ଅବସ୍ଥାପିତ ୧୫ ବିଏସଏଫ ବାଟାଲିଅନର ଯବାନ ଯୋଗ ଦିବସ ପାଳନ କରିଛନ୍ତି ।
ବଣ୍ଡାଘାଟିର ମୁଦୁଲିପଡା,ପଡ଼େଇଗୁଡା,ଦନ୍ତିପଡା,ବଡ଼ବିଲ,ବନ୍ଧଗୁଡା ଆଦି ଅଂଚଳର ଶତାଧିକ ଯୁବକ ଯୁବତୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।ଯବାନ ଯୋଗର ଉପକରିତା ବିଷୟରେ ମଧ୍ୟ ବୁଝାଇଥିଲେ। ପ୍ରତିଦିନ ଯେପରି ଏହି ଦୁର୍ଗମ ଅଂଚଳର ଆବାଳବୃଦ୍ଧବନିତା ଯୋଗାଭ୍ୟାସ କରିବେ ସେ ନେଇ ଯବାନ ଧ୍ୟାନ ଦେବେ ବୋଲି ଜଣାପଡିଛି ।ସୁସ୍ଥ ମସ୍ତିଷ୍କ ଏବଂ ସୁସ୍ଥ ଶରୀର ରଖିବା ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଝାଯାଇଥିଲା।ଯବାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
The post ବଣ୍ଡା ଯୁବକ ଯୁବତୀଙ୍କ ସହ ଯୋଗ ଦିବସ ପାଳିଲେ ବିଏସଏଫ ଯବାନ first appeared on Sambad.
Please follow and like us:
buy generic quetiapine best price for quetiapine quetiapine 50 mg
generic quetiapine from canada [url=http://quetiapine.site/]generic quetiapine 2018[/url] buy generic quetiapine