ପତଞ୍ଜଳୀ ଯୋଗ ସମିତି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ଆଜି ହେଉଛି ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ। ସାରା ବିଶ୍ଵ ରେ ଏହି ଦିବସକୁ ପାଳନ କରାଯାଉଛି| ସେହିଁଭଳି ଭାବରେ ସମ୍ବଲପୁର ପତଞ୍ଜଳୀ ଯୋଗ ସମିତି ତରଫରୁ ଆଜି ଯୋଗ ଦିବସ ପାଳନ କରାଯାଇଛି। ପ୍ରଶିକ୍ଷକ ଯେ ,ଗିରିଜା ଦେବୀଙ୍କ ପ୍ରଶିକ୍ଷଣ ରେ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ଯୋଗଭ୍ୟାସ କରିଥିଲେ।ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ସବଳ ରହିବ।କରୋନା ପରି ମହାମାରୀ କୁ ପ୍ରତିହତ କରିବାକୁ ହେଲେ ପ୍ରତିଦିନ ନିଜ ଶରୀର କୁ ଯୋଗ ଦ୍ୱାରା ସୁସ୍ଥ ସବଳ କରିବାକୁ ହେବ । ବର୍ତ୍ତମାନ ଏହି ଯୋଗ ଭାରତରୁ ପ୍ରସାରିତ ହୋଇ ବିଶ୍ୱବାସୀ ଙ୍କୁ ସୁସ୍ଥ ସବଳ ରଖିବାରେ ସହାୟକ ହୋଇଛି। ସେଥିପାଇଁ ସମସ୍ତେ ଏହାକୁ ଆପଣେଇ ନିଜକୁ ସୁରକ୍ଷିତ ରଖିବେ ବୋଲି କହିଛନ୍ତି ସମିତିର ପ୍ରଶିକ୍ଷକ।

The post ପତଞ୍ଜଳୀ ଯୋଗ ସମିତି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp