ନବୀନଙ୍କ ପୋଷ୍ଟର ଚିରିବାକୁ ନେଇ ତେଜିଲା ବିବାଦ, ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ କଲେ ବିଜେଡି କର୍ମୀ
ଅନୁଗୁଳ: ଅନୁଗୁଳ ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରିବାକୁ ନେଇ ତେଜିଲା ବିବାଦ । ଥାନାରେ ପହଁଚିଲା ମାମଲା । ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ କଲେ ବିଜେଡି କର୍ମୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ । ଗତକାଲି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରି ପାଟିତୁଣ୍ଡ କରିବା ସହ ଚିରି ଦେଇଥିଲେ ବିଜେପି କର୍ମୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଥିଲେ ।
ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ କିଛି ବିଜେପି କର୍ମୀ । କିନ୍ତୁ ପୁଲିସ ଆସିବା ପୂର୍ବରୁ ସେମାନେ ଚମ୍ପଟ ମାରିଥିଲେ । ପ୍ରାୟ ଦେଢ ମାସ ଧରି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ର ଚାଲୁଛି । ଗତକାଲି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ବିଶୃଙ୍ଖଳା ଯୋଗୁ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା ।
The post ନବୀନଙ୍କ ପୋଷ୍ଟର ଚିରିବାକୁ ନେଇ ତେଜିଲା ବିବାଦ, ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ କଲେ ବିଜେଡି କର୍ମୀ first appeared on Sambad.
quetiapine 300 [url=https://quetiapine.space/]quetiapine coupon[/url] quetiapine 500 mg
quetiapine pills 25 mg quetiapine cap 50mg otc quetiapine