କଣାସ ବ୍ଲକ ବଡଓରା ଗାଁର ଘଟଣା । ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜମିଜମା ବିବାଦକୁ ନେଇ ଘଟଣା ଘଟିଥିବା ସନ୍ଦେହ

କଣାସ ବ୍ଲକ ବଡଓରା ଗାଁର ଘଟଣା । ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜମିଜମା ବିବାଦକୁ ନେଇ ଘଟଣା ଘଟିଥିବା ସନ୍ଦେହ

କନକ ବୁରୋ : ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଜିଲ୍ଲା କଣାସ ବ୍ଲକ ବଡଓରା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । କଣାସ ମେଡିକାଲରେ କାର୍ଯ୍ୟରତ ଥିବା ଗାଁର ହେମନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତିକୁ କିଛି ଲୋକ ତଳେ ପକାଇ ଅତି ନିର୍ମମ ଭାବରେ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହେମନ୍ତଙ୍କ ପରିବାର ଲୋକ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp