କଣାସ: ଜମିଜମା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ତଳେ ପକାଇ ନିର୍ମମ ଆକ୍ରମଣ

କଣାସ: ଜମିଜମା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ତଳେ ପକାଇ ନିର୍ମମ ଆକ୍ରମଣ

କଣାସ: ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଜିଲ୍ଲା କଣାସ ବ୍ଲକ ବଡଓରା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । କଣାସ ମେଡିକାଲରେ କାର୍ଯ୍ୟରତ ଥିବା ଗାଁର ହେମନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତିକୁ କିଛି ଲୋକ ତଳେ ପକାଇ ଅତି ନିର୍ମମ ଭାବରେ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହେମନ୍ତଙ୍କ ପରିବାର ଲୋକ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି ।

The post କଣାସ: ଜମିଜମା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ତଳେ ପକାଇ ନିର୍ମମ ଆକ୍ରମଣ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp