ଆଜି ଓଡିଶାରୁ ୪୫୮୭ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ଓଡିଶାରୁ ୪୫୮୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ହ୍ରାସ ପାଉଛି ସଂକ୍ରମଣ ଆଜି ରାଜ୍ୟରୁ ଆଉ ହଜାର ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି

Another 4587 Covid patients have recovered and are being discharged on 21.06.2021

671 from Khordha
440 from Cuttack
320 from Baleswar
313 from Jajapur
244 from Anugul
241 from Puri
214 from Bhadrak
210 from Dhenkanal
210 from Mayurbhanj
202 from Jagatsinghpur
180 from Kendrapara

— H & FW Dept Odisha (@HFWOdisha) June 21, 2021

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୭୧ ଜଣ ସୁସ୍ଥ ହୋଇଛନ୍ତି ଷ୍ଟେଟ ପୁଲରୁ ୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତିଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଲକ୍ଷ ୪୪ ହଜାର ୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp